Song » Bhul Karideli Bhala Pai •
Singer » Kumar Ranjeet •
Music » M Jyoti •
Lyrics » Sapan Kumar Panda •
Bhul Karideli Bhala Pai Lyrics In Odia
°•. First Line .•°
ମନ ଦେଇଥିଲି ମନ ଦେଇଥିଲି
ମୋ ମନ ଭାଙ୍ଗିଦେଲୁ ତୁ
ସ୍ୱପ୍ନ ଦେଖିଥିଲି ସ୍ୱପ୍ନ ଦେଖିଥିଲି
ମୋ ସ୍ୱପ୍ନ ଜାଳିଦେଲୁ ତୁ
ମନ ଦେଇଥିଲି ମନ ଦେଇଥିଲି
ମୋ ମନ ଭାଙ୍ଗିଦେଲୁ ତୁ
ସ୍ୱପ୍ନ ଦେଖିଥିଲି ସ୍ୱପ୍ନ ଦେଖିଥିଲି
ମୋ ସ୍ୱପ୍ନ ଜାଳିଦେଲୁ ତୁ
ଭଲ ପାଇଥିଲି ହୃଦୟ ଦେଇ
ଅଧାବାଟେ ଛାଡି ଗଲୁ ଦୁରେଇ
ଭଲ ପାଇଥିଲି ହୃଦୟ ଦେଇ
ଅଧାବାଟେ ଛାଡି ଗଲୁ ଦୁରେଇ
ଧୋକା ଦେଇ ଚାଲିଗଲୁ ମୋର ଦୁଃଖ ନାହିଁ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
°•. Second Line .•°
ତୋ ଚଲା ବାଟରେ ଫୁଲ ସଜୁଥିଲି
ମୋ ଚଲାବାଟେ ଦେଲୁ କଣ୍ଟା ବିଛେଇ
କଉ ଜନମର କଉ ପାପ ପାଇଁ
ମୋ ଆଖିରୁ ନିଦ ନେଲୁ ଛଡେଇ
ତୋ ଚଲା ବାଟରେ ଫୁଲ ସଜୁଥିଲି
ମୋ ଚଲାବାଟେ ଦେଲୁ କଣ୍ଟା ବିଛେଇ
କଉ ଜନମର କଉ ପାପ ପାଇଁ
ମୋ ଆଖିରୁ ନିଦ ନେଲୁ ଛଡେଇ
ତୋ କଥା ଭାବିଲେ ବୁଝେନା ମନ
କାଇଁ ଛାଡିଦେଲୁ ମୋତେ ଲୋ ଧନ
ତୋ କଥା ଭାବିଲେ ବୁଝେନା ମନ
କାଇଁ ଛାଡିଦେଲୁ ମୋତେ ଲୋ ଧନ
ଭୁଲିଗଲୁ ମୋ ପ୍ରେମକୁ ମୋର ଦୁଃଖ ନାହିଁ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
°•. Third Line .•°
ରୁପ ରାଇଜର ରୁପସୀ ତୁ ଥିଲୁ
ଫୁଲ ବଗିଚାର ମୁଁ ଥିଲି ଭଅଁର
ଏଇ ହୃଦୟରେ ରଖିଥିଲି ତୋତେ
ଭାଙ୍ଗି ଦେଇଗଲୁ ବିଶ୍ୱାସ ମୋର
ରୁପ ରାଇଜର ରୁପସୀ ତୁ ଥିଲୁ
ଫୁଲ ବଗିଚାର ମୁଁ ଥିଲି ଭଅଁର
ଏଇ ହୃଦୟରେ ରଖିଥିଲି ତୋତେ
ଭାଙ୍ଗି ଦେଇଗଲୁ ବିଶ୍ୱାସ ମୋର
ଭଲ ପାଇଥିଲି ଜୀବନ ଦେଇ
ମୋ ସାଥେ ଛଳନା କଲୁ ଲୋ ତୁହି
ଭଲ ପାଇଥିଲି ଜୀବନ ଦେଇ
ମୋ ସାଥେ ଛଳନା କଲୁ ଲୋ ତୁହି
ହାତ ଛାଡି ଚାଲିଗଲୁ ମୋର ଦୁଃଖ ନାହିଁ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
ମନ ଦେଇଥିଲି ମନ ଦେଇଥିଲି
ମୋ ମନ ଭାଙ୍ଗିଦେଲୁ ତୁ
ସ୍ୱପ୍ନ ଦେଖିଥିଲି ସ୍ୱପ୍ନ ଦେଖିଥିଲି
ମୋ ସ୍ୱପ୍ନ ଜାଳିଦେଲୁ ତୁ
ଭଲ ପାଇଥିଲି ହୃଦୟ ଦେଇ
ଅଧାବାଟେ ଛାଡି ଗଲୁ ଦୁରେଇ
ଭଲ ପାଇଥିଲି ହୃଦୟ ଦେଇ
ଅଧାବାଟେ ଛାଡି ଗଲୁ ଦୁରେଇ
ଧୋକା ଦେଇ ଚାଲିଗଲୁ ମୋର ଦୁଃଖ ନାହିଁ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
ଭୁଲ୍ କରିଦେଲି ଭଲ ପାଇ ତୋତେ
ଭୁଲ୍ କରିଦେଲି ଭଲ ପାଇ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏