Generic selectors
Exact matches only
Search in title
Search in content
Post Type Selectors

Bhangijiba Garba Tora

Song » Bhangijiba Garba Tora •
Singer » Humane Sagar •
Music » Jeet Baral •
Lyrics » Pinkun Jena •

Bhangijiba Garba Tora Lyrics In Odia

°•. First Line .•°

ତୋତେ ଚିହ୍ନିଁବାରେ ଭୁଲ୍ ହେଲା ମୋର
ନିଜର ଭାବିଲି କରିଦେଲୁ ପର
ତୋତେ ଚିହ୍ନିଁବାରେ ଭୁଲ୍ ହେଲା ମୋର
ନିଜର ଭାବିଲି କରିଦେଲୁ ପର
ମିଠା କଥାରେ ତୋର ଥିଲା ଲୋ ଭରି ଜହର
ଜାଳିଦେଇ ପାଉଁଶ ତୁ କଲୁ ଲୋ ଛାତିକି ମୋର
ସବୁ ଭୁଲି ହେଲୁ ତୁ ଆଉ କାହାର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର

°•. Second Line .•°

ଭାବିଥିଲି ତୋତେ ମୋର ସୁନା କଣ୍ଢେଇ
ଅଧାବାଟେ ଆଜି ମୋତେ ଦେଲୁ ଭଣ୍ଡେଇ
ଜିଇଁ ଥାଇ ଜୀବନ ମୋ ନେଲୁ ଛଡେଇ
ଆଖି ଲୁହେ ସପନ ମୋ ଗଲା ମିଳେଇ
ଭାବିଥିଲି ତୋତେ ମୋର ସୁନା କଣ୍ଢେଇ
ଅଧାବାଟେ ଆଜି ମୋତେ ଦେଲୁ ଭଣ୍ଡେଇ
ଜିଇଁ ଥାଇ ଜୀବନ ମୋ ନେଲୁ ଛଡେଇ
ଆଖି ଲୁହେ ସପନ ମୋ ଗଲା ମିଳେଇ
ବେଇମାନି ପ୍ରିୟା ତୁ ହେଲୁ ଲୋ ଭାରି ନିଷ୍ଠୁର
ସ୍ୱାର୍ଥ ପାଇଁ ବଦଳି ତୁ ଗଲୁ ଲୋ ହେଲୁ ପଥର
ନିଜ ଖୁସି ପାଇଁ ହାତ ଛାଡିଲୁ ମୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର

°•. Third Line .•°

ନିଶ୍ୱାସଠୁ ବେଶି ତୋତେ ପାଇଲି ଭଲ
ବୁଝିଲୁନି ହେଲେ ତୁ ମୋ ପ୍ରେମର ମୂଲ୍ୟ
ବାହାନା ବନେଇ ମୋତେ ଦେଲୁ ତୁ ଠକି
ତୋ ଛଳନା ପାଇ ମନ ଗଲା ମୋ ଶୁଖି
ନିଶ୍ୱାସଠୁ ବେଶି ତୋତେ ପାଇଲି ଭଲ
ବୁଝିଲୁନି ହେଲେ ତୁ ମୋ ପ୍ରେମର ମୂଲ୍ୟ
ବାହାନା ବନେଇ ମୋତେ ଦେଲୁ ତୁ ଠକି
ତୋ ଛଳନା ପାଇ ମନ ଗଲା ମୋ ଶୁଖି
ମିଛ କଥା କହି ଲୁଟିନେଲୁ ଲୋ ସବୁ ମୋର
ଆଡେଇ ଦେଇ ତୁ ଚାଲିଗଲୁ ଲୋ ପାଦରେ ତୋର
ମୋତେ କଷ୍ଟ ଦେଲୁ ହସ ଲିଭିବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର
ଦିନ ଆସିବ ଆସିବ ଆସିବ ଲୋ
ଭାଙ୍ଗିଯିବ ଗର୍ବ ତୋର

Read »  Kahinki Hue Re Prema

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment