Song » Banchibata Aaji Abhinaya Mariba Bata Ku Chahin •
Singer » Jotirmayee Nayak •
Music » Chinmay Dash – Bibhun •
Lyrics » Mr. Pabin •
Banchibata Aaji Abhinaya Mariba Bata Ku Chahin Lyrics In Odia
°•. First Line .•°
Ae Bodhe Thila Mo Bhagya Re Lekha
Prema Badala Re Mu Paili Dhoka
Emiti Daiba Khelila Mo Sathe
Banchiba Sikhei Maridela Mate
Kemiti E Prema Kahinki Je Hela
Hata Papulire Janha Aanidela
Dekhu Dekhu Nela Se Mothu Chhadei
Dukha Sahi Sahi Hrudaya Ta Gala Pathara Hei
Banchiba Ta Aaji Abhinaya Mariba Bata Ku Chahin
Dukha Sahi Sahi Hrudaya Ta Gala Pathara Hei
Banchiba Ta Aaji Abhinaya Mariba Bata Ku Chahin
°•. Second Line .•°
Marubhumi Re Mu Dine Paithili
Gote Jharana Ra Nai
Aaji Mu Bujhuchi Nai Nathila
Se Thila Marichika Bhuin
Jibana Ra Bata Re Chaluchi Mu Eka
Sathi Mora Kehi Nahi
Abujha E Mana Aajibi Bujhuni
Rahichi Ta Bata Chahin
Taku Paiba Ta Bhagya Re Nathila
Tathapi Daiba Mate Deithila
Adha Bate Gala Se Mothu Durei
Dukha Sahi Sahi Hrudaya Ta Gala Pathara Hei
Banchiba Ta Aaji Abhinaya Mariba Bata Ku Chahin
Dukha Sahi Sahi Hrudaya Ta Gala Pathara Hei
Banchiba Ta Aaji Abhinaya Mariba Bata Ku Chahin
°•. Third Line .•°
Swartha Pakhe Aaji Boli Padigala
Niriha Hrudaya Mora
Nijara Jahaku Bhabuthili
Se Thila Gote Swarthapara
Chhadei Nela Aasi Mo Premaku
Chuna Karidela Swapna
Hasuchi Se Dekhi Mo Luha Ku
Tathapi Khoje Ta Hasa
Ta Prema Pain Aaji Mu Kanduchi
Nija Hate Nije Taku Hareichi
Sie Aau Pheribara Aasha Mo Nahi
Dukha Sahi Sahi Hrudaya Ta Gala Pathara Hei
Banchiba Ta Aaji Abhinaya Mariba Bata Ku Chahin
Dukha Sahi Sahi Hrudaya Ta Gala Pathara Hei
Banchiba Ta Aaji Abhinaya Mariba Bata Ku Chahin
°•. End .•°
Posted By » OdiaLyrics.Com™
Song » Banchibata Aaji Abhinaya Mariba Bata Ku Chahin •
Singer » Jotirmayee Nayak •
Music » Chinmay Dash – Bibhun •
Lyrics » Mr. Pabin •
Banchibata Aaji Abhinaya Mariba Bata Ku Chahin Lyrics In Odia
°•. First Line .•°
ଏଇ ବୋଧେ ଥିଲା ମୋ ଭାଗ୍ୟରେ ଲେଖା
ପ୍ରେମ ବଦଳରେ ମୁଁ ପାଇଲି ଧୋକା
ଏମିତି ଦଇବ ଖେଳିଲା ମୋ ସାଥେ
ବଞ୍ଚିବା ସିଖେଇ ମାରିଦେଲା ମୋତେ
କେମିତି ଏ ପ୍ରେମ କାହିଁକି ଯେ ହେଲା
ହାତ ପାପୁଲିରେ ଜହ୍ନଁ ଆଣିଦେଲା
ଦେଖୁ ଦେଖୁ ନେଲା ସେ ମୋଠୁ ଛଡେଇ
ଦୁଃଖ ସହି ସହି ହୃଦୟଟା ଗଲା ପଥର ହେଇ
ବଞ୍ଚିବାଟା ଆଜି ଅଭିନୟ ମରିବା ବାଟକୁ ଚାହିଁ
ଦୁଃଖ ସହି ସହି ହୃଦୟଟା ଗଲା ପଥର ହେଇ
ବଞ୍ଚିବାଟା ଆଜି ଅଭିନୟ ମରିବା ବାଟକୁ ଚାହିଁ
°•. Second Line .•°
ମରୁଭୂମି ରେ ମୁଁ ଦିନେ ପାଇଥିଲି
ଗୋଟେ ଝରଣା ର ନଈ
ଆଜି ମୁଁ ବୁଝୁଚି ନଈ ନଥିଲା
ସେ ଥିଲା ମରିଚିକା ଭୁଇଁ
ଜୀବନର ବାଟରେ ଚାଲୁଚି ମୁଁ ଏକା
ସାଥି ମୋର କେହି ନାହିଁ
ଅବୁଝା ଏ ମନ ଆଜିବି ବୁଝୁନି
ରହିଚି ତା ବାଟ ଚାହିଁ
ତାକୁ ପାଇବାଟା ଭାଗ୍ୟରେ ନଥିଲା
ତଥାପି ଦଇବ ମୋତେ ଦେଇଥିଲା
ଅଧା ବାଟେ ଗଲା ସେ ମୋଠୁ ଦୁରେଇ
ଦୁଃଖ ସହି ସହି ହୃଦୟଟା ଗଲା ପଥର ହେଇ
ବଞ୍ଚିବାଟା ଆଜି ଅଭିନୟ ମରିବା ବାଟକୁ ଚାହିଁ
ଦୁଃଖ ସହି ସହି ହୃଦୟଟା ଗଲା ପଥର ହେଇ
ବଞ୍ଚିବାଟା ଆଜି ଅଭିନୟ ମରିବା ବାଟକୁ ଚାହିଁ
°•. Third Line .•°
ସ୍ୱାର୍ଥ ପାଖେ ଆଜି ବୋଳି ପଡିଗଲା
ନିରିହ ହୃଦୟ ମୋର
ନିଜର ଯାହାକୁ ଭାବୁଥିଲି
ସେ ଥିଲା ଗୋଟେ ସ୍ୱାର୍ଥପର
ଛଡେଇ ନେଲା ଆସି ମୋ ପ୍ରେମକୁ
ଚୁନା କରିଦେଲା ସ୍ୱପ୍ନ
ହସୁଚି ସେ ଦେଖି ମୋ ଲୁହକୁ
ତଥାପି ଖୋଜେ ତା ହସ
ତା ପ୍ରେମ ପାଇଁ ଆଜି ମୁଁ କାନ୍ଦୁଚି
ନିଜ ହାତେ ନିଜେ ତାକୁ ହରେଇଚି
ସିଏ ଆଉ ଫେରିବାର ଆଶା ମୋ ନାହିଁ
ଦୁଃଖ ସହି ସହି ହୃଦୟଟା ଗଲା ପଥର ହେଇ
ବଞ୍ଚିବାଟା ଆଜି ଅଭିନୟ ମରିବା ବାଟକୁ ଚାହିଁ
ଦୁଃଖ ସହି ସହି ହୃଦୟଟା ଗଲା ପଥର ହେଇ
ବଞ୍ଚିବାଟା ଆଜି ଅଭିନୟ ମରିବା ବାଟକୁ ଚାହିଁ
°•. End .•°
Posted By » OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏