Song » Aau Thare Tume Krushna Hoijao •
Singer » Sailabhama Mohapatra •
Music » Aswini Mohapatra •
Lyrics » Ashok Harichandan •
Aau Thare Tume Krushna Hoijao Lyrics In Odia
°•. First Line .•°
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର
ହେ ମୋର କଳା ଠାକୁର
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର
ତୁମରି ଓଠରୁ ଝରିପଡୁ ପୁଣି
ତୁମରି ଓଠରୁ ଝରିପଡୁ ପୁଣି
ମୋହନ ବଂଶୀର ସ୍ୱର
ମୋହନ ବଂଶୀର ସ୍ୱର
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର
ହେ ମୋର କଳା ଠାକୁର
°•. Second Line .•°
ସେଇ ସ୍ୱର ଶୁଣି ସତେ ଆଉଥରେ
ଶ୍ରୀ ରାଧା ଆସିବେ ଚାଲି
କୃଷ୍ଣ ରୁପେ ଯେବେ ଦେଖିବେ ତୁମକୁ
ନିଜକୁ ସେ ଯିବେ ଭୁଲି
ତୁମ ବଂଶୀ ଶୁଣି ହଜିଯିବେ ରାଧା
ତୁମ ବଂଶୀ ଶୁଣି ହଜିଯିବେ ରାଧା
ସେଇତ ପ୍ରୀତି ମହ୍ଲାର
ସେଇତ ପ୍ରୀତି ମହ୍ଲାର
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର
ହେ ମୋର କଳା ଠାକୁର
°•. Third Line .•°
ଯେମିତି ମଧୁର ତୁମର ସେ ପ୍ରେମ
ରାଧା କୃଷ୍ଣ ରୁପ ହୋଇ
ସେମିତି ପ୍ରେମର ଭାବରେ ଆମକୁ
ପ୍ରଭୁ ହେ ଦିଅ ଭିଜାଇ
ଯୁଗେ ଯୁଗେ ତୁମ ପ୍ରେମର ଡୋରି ରେ
ଯୁଗେ ଯୁଗେ ତୁମ ପ୍ରେମର ଡୋରି ରେ
ବନ୍ଧା ଏ ସାରା ସଂସାର
ବନ୍ଧା ଏ ସାରା ସଂସାର
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ଆଉଥରେ ତୁମେ କୃଷ୍ଣ ହୋଇଯାଅ
ହେ ମୋର କଳା ଠାକୁର
ତୁମରି ଓଠରୁ ଝରିପଡୁ ପୁଣି
ତୁମରି ଓଠରୁ ଝରିପଡୁ ପୁଣି
ମୋହନ ବଂଶୀର ସ୍ୱର
ମୋହନ ବଂଶୀର ସ୍ୱର
ମୋହନ ବଂଶୀର ସ୍ୱର
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏