Song » Premika Jati Ku Bharasa Nahi •
Singer » Humane Sagar •
Music » Brahmananda Biswal •
Lyrics » Sitesh Patra •
Premika Jati Ku Bharasa Nahi Lyrics In Odia
°•. First Line .•°
ସବୁ ଝିଅ ଏଠି ଧନ ଧନ କହି
ବନେଇ ଦେବେ ରେ ବୋକା
ସବୁଠୁ ବଢିଆ ପ୍ରେମ ନକରିକି
ରହିଯା ରେ ଭାଇ ଏକା
…
କାହିଁକି କାହାକୁ କହ ତୁ ଦବୁରେ ମନ
ସବୁ ଏଠି ସ୍ୱାର୍ଥପର ଲୋଡା ଖାଲି ତ ଧନ
କାହିଁକି କାହାକୁ କହ ତୁ ଦବୁରେ ମନ
ସବୁ ଏଠି ସ୍ୱାର୍ଥପର ଲୋଡା ଖାଲି ତ ଧନ
ସେ ଭାଙ୍ଗିବେ ପୁଅଙ୍କ ହୃଦୟ
ସେ ହେଇଯିବେ ସବୁ ନିର୍ଦୟ
ସେ ଭାଙ୍ଗିବେ ପୁଅଙ୍କ ହୃଦୟ
ସେ ହେଇଯିବେ ସବୁ ନିର୍ଦୟ
ଜୀବନ ହାରିବୁ କହରେ କାହିଁକି
ତାଙ୍କରି ପାଇଁ
ରେ ଭାଇ…ରେ ଭାଇ…
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
°•. Second Line .•°
ମୋର ବି ଗୋଟେ ହାଏ
ପ୍ରେମିକା ଟେ ଭାଇ ଥିଲା
ମିଛ ହସ ହସିଦେଇ
ମୋତେ ଲୁହ ଦେଇଗଲା
ଥିଲା ସିଏ ଅବିବେକି
ଦେଲା ମୋତେ ସିଏ ଠକି
ଅନ୍ଧ ଭଲ ପାଇବାର
ଲୁହ ହେଲା ମୁକ ସାଖି
ସେ ବୁଝି ପାରିଲାନି ମୋ ମନ
ସେ ଦେଖେଇଲା ମିଛ ସପନ
ସେ ବୁଝି ପାରିଲାନି ମୋ ମନ
ସେ ଦେଖେଇଲା ମିଛ ସପନ
ଦୁଃଖ ସଳିତା ରେ ନିଜ ଜୀବନକୁ
ଜାଳିବୁ କାହିଁ
ରେ ଭାଇ…ରେ ଭାଇ…
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
°•. Third Line .•°
ମିଛ ଏଇ ଦୁନିଆରେ
ସତ ପ୍ରେମ ଆଉ ନାହିଁ
ସତ ପ୍ରେମ କରୁଥିଲେ
ସତର୍କ ହେଇଯା ଭାଇ
ମିଛ ପ୍ରତିସୃତି ଦେଇ
ମିଠା ମିଠା କଥା କହି
ସବୁ ଲୁଟି ନେଇଯିବେ
ବୋକା ପ୍ରେମିକ ସଜେଇ
ଏଠି ପ୍ରେମ ନୁହେଁ ଭାଇ କାହାର
ତୁ ପିଇବୁ କାହିଁକି ଜହର
ଏଠି ପ୍ରେମ ନୁହେଁ ଭାଇ କାହାର
ତୁ ପିଇବୁ କାହିଁକି ଜହର
ପ୍ରେମ ନକରିଲେ ଖୁସିରେ ଜୀବନ
କାଟିବୁ ତୁହି
ରେ ଭାଇ…ରେ ଭାଇ…
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
ପ୍ରେମିକା ଜାତିକୁ ଭରସା ନାହିଁ ଭାରସା ନାହିଁ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏