Generic selectors
Exact matches only
Search in title
Search in content
Post Type Selectors

Premara Khelare Jitigalu

Song » Premara Khelare Jitigalu •
Singer » Humane Sagar •
Music » Dilip Kumar •
Lyrics » Manoj Kumar Behera •

Premara Khelare Jitigalu Lyrics In Odia

°•. First Line .•°

ଭଲ ପାଇଥିଲି ତୋତେ ଜୀବନଠୁ ବେଶି ଲୋ
ଜୀବନ ମୋ ନେଇଗଲୁ
ଭଲ ପାଇଥିଲି ତୋତେ ଜୀବନଠୁ ବେଶି
ଜୀବନ ମୋ ନେଇଗଲୁ
କିଏ ଦେଲା ତୋତେ ପ୍ରିୟା ସରଗ ର ଖୁସି
ସାତପର କରିଦେଲୁ
ଭଲ ପାଇନୁ ତୁ କେବେ ହୃଦୟରୁ
ଭଲ ପାଇନୁ ତୁ କେବେ ହୃଦୟରୁ
ଖାଲି ମିଛି ମିଛି ଖେଳ ଖେଳୁଥିଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ

°•. Second Line .•°

ଭାଙ୍ଗିଦେଇ ଗଲୁ ଲୋ
ଛୋଟିଆ ହୃଦୟ ମୋ
କାହା ପାଇଁ କହ ଏତେ ହେଲୁ ନିର୍ଦୟ
ସହିବାର ସୀମା ମୋ
ସବୁ ଟପିଗଲା ଲୋ
କିଏ ବା ବୁଝିବ ମୋର ଛାତିର କୋହ
ଭାଙ୍ଗିଦେଇ ଗଲୁ ଲୋ
ଛୋଟିଆ ହୃଦୟ ମୋ
କାହା ପାଇଁ କହ ଏତେ ହେଲୁ ନିର୍ଦୟ
ସହିବାର ସୀମା ମୋ
ସବୁ ଟପିଗଲା ଲୋ
କିଏ ବା ବୁଝିବ ମୋର ଛାତିର କୋହ
ଭାବିଥିଲି ତୋତେ ନିଜଠୁ ନିଜର
କେମିତି ଲୋ ମୋତେ କରିଦେଲୁ ପର
ଖେଳି ଖେଳି ଜୀବନ ମୋ ନେଇଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ

°•. Third Line .•°

ତୋ ଓଠର ହସ ଲୋ
ଥିଲା ସବୁ ମିଛ ଲୋ
ବୁଝି ପାରିଲାନି ଏଇ ଅବୁଝା ମନ
ଜିଅନ୍ତା ମୋ ଜୁଇ ଲୋ
ଜଳୁଚି ମୁଁ ଆଜି ଲୋ
ବିନା ଦୋଷେ ଚାଲିଗଲା ମୋ ଜୀବନ
ତୋ ଓଠର ହସ ଲୋ
ଥିଲା ସବୁ ମିଛ ଲୋ
ବୁଝି ପାରିଲାନି ଏଇ ଅବୁଝା ମନ
ଜିଅନ୍ତା ମୋ ଜୁଇ ଲୋ
ଜଳୁଚି ମୁଁ ଆଜି ଲୋ
ବିନା ଦୋଷେ ଚାଲିଗଲା ମୋ ଜୀବନ
ମରିଯିବି ପ୍ରିୟା ମୁହେଁ ଦେଲେ ନିଆଁ
ମରିଯିବି ପ୍ରିୟା ମୁହେଁ ଦେଲେ ନିଆଁ
ଜୀବନ ମୋ ନେଇ ଖୁସି ପାଇଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ
ମାରିଦେଇ ମୋତେ ପ୍ରେମର ଖେଳରେ
ଭାବିଚୁ କି ଜିତିଗଲୁ

Read »  Bhala Kaluni Mate Dhoka Deiki

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment