Generic selectors
Exact matches only
Search in title
Search in content
Post Type Selectors

Sanja Naigale Chandini Ratire

Song » Sanja Naigale Chandini Ratire •
Singer » Babul Supriyo •
Music » Krushna Chandra •
Lyrics » Panchanan Nayak •

Sanja Naigale Chandini Ratire Lyrics In Odia

°•. First Line .•°

ସଞ୍ଜ ନଇଁଗଲେ ଚାନ୍ଦିନୀ ରାତିରେ
ତମ କଥା…ତମ କଥା ମନେପଡେ
ସଞ୍ଜ ନଇଁଗଲେ ଚାନ୍ଦିନୀ ରାତିରେ
ତମ କଥା ମନେପଡେ
ପାହାନ୍ତିଆ ତାରା ଫୁଟିଲେ ଆକାଶେ
ତମ ଚିଠି ଖୋଲି ପଢେ
ତମେ ତ…ତମେ ତ…ତମେ ତ…ତମେ ତ…ତମେ ତ…
ତମେ କେମିତି ଶୋଇ ପାରୁଚ ରାତିରେ
ତମେ କେମିତି ଶୋଇ ପାରୁଚ ରାତିରେ

°•. Second Line .•°

ତମେ ଯେବେ ପାଖେ ଥିଲ ଲାଗୁଥିଲା ଭଲ
ଜହ୍ନଁ ରାଇଜକୁ ଯାଇ ତୋଳୁଥିଲି ଫୁଲ
ତମେ ଆଜି ପାଖେ ନାହଁ ସବୁ ଖାଲି ଖାଲି
ଜୀବନଟା ଲାଗେ ମୋତେ ମରୁ ଚରା ବାଲି
ସକାଳ ସୁରୁଜ ହସିଲେ ଆକାଶେ
ତମ କଥା ମନେପଡେ
ତମେ ତ…ତମେ ତ…ତମେ ତ…ତମେ ତ…ତମେ ତ…
ତମେ କେମିତି ହସି ପାରୁଚ ଖୁସିରେ
ତମେ କେମିତି ହସି ପାରୁଚ ଖୁସିରେ

°•. Third Line .•°

କାଲି ଆସି ଫଗୁଣ ତ ଆଜି ଚାଲିଗଲା
ଯାଉ ଯାଉ ଶ୍ରାବଣକୁ ଡାକିଦେଇ ଗଲା
ଖୁସି ବୋଲି ଜୀବନରେ ଆଉ କିଛି ନାହିଁ
କେମିତି ହସିବି କୁହ ଆଉ କାହା ପାଇଁ
ଶ୍ରାବଣ ରାତିରେ ଦୀପ ଲିଭିଗଲେ
ତମ କଥା ମନେପଡେ
ତମେ ତ…ତମେ ତ…ତମେ ତ…ତମେ ତ…ତମେ ତ…
ତମେ କେମିତି ଚାଲି ପାରୁଚ ବାଟରେ
ତମେ କେମିତି ଚାଲି ପାରୁଚ ବାଟରେ
ସଞ୍ଜ ନଇଁଗଲେ ଚାନ୍ଦିନୀ ରାତିରେ
ତମ କଥା ମନେପଡେ
ପାହାନ୍ତିଆ ତାରା ଫୁଟିଲେ ଆକାଶେ
ତମ ଚିଠି ଖୋଲି ପଢେ
ତମେ ତ…ତମେ ତ…ତମେ ତ…ତମେ ତ…ତମେ ତ…
ତମେ କେମିତି ଶୋଇ ପାରୁଚ ରାତିରେ
ତମେ କେମିତି ଶୋଇ ପାରୁଚ ରାତିରେ

°•. End .•°

Posted By – OdiaLyrics.Com™

Read »  Kemiti Bhulibi Se Abhula Dina Male

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment