Generic selectors
Exact matches only
Search in title
Search in content
Post Type Selectors

Bhala Kaluni Mate Dhoka Deiki

Song » Bhala Kaluni Mate Dhoka Deiki •
Singer » Humane Sagar •
Music » Kumar Biswajit •
Lyrics » Sapan Kumar Panda •

Bhala Kaluni Mate Dhoka Deiki Lyrics In Odia

°•. First Line .•°

ଭଲ ପାଇ ତୋତେ ବଡ ଭୁଲ୍ କରିଚି
ଆଖି କାନ୍ଦୁନାହିଁ ମୋ ଆତ୍ମା କାନ୍ଦୁଚି
ହୃଦୟ ହୀନା ଟେ ତୁ ଜାଣି ନଥିଲି
ହୃଦୟ ଦେଇ ମୁଁ ଆଜି ଠକି ଯାଇଚି
ଭଲ ପାଇ ତୋତେ ବଡ ଭୁଲ୍ କରିଚି
ଆଖି କାନ୍ଦୁନାହିଁ ମୋ ଆତ୍ମା କାନ୍ଦୁଚି
ହୃଦୟ ହୀନା ଟେ ତୁ ଜାଣି ନଥିଲି
ହୃଦୟ ଦେଇ ମୁଁ ଆଜି ଠକି ଯାଇଚି
ଏକା ଏକା ମୁଁ ଆଜି କାଟୁଚି ରାତି
ଭାରି ଦୁଃଖ ଦିଏ ତୋର ଅଭୁଲା ସ୍ମୃତି
କି ଦୋଷ କରିଲି ଭଲ ପାଇ ମୋତେ ଦେଲୁ ଲୋ ଠକି
ଭଲ କଲୁନି ଲୋ ମୋତେ ଧୋକା ଦେଇକି
ବଞ୍ଚିଚି ଲୋ ଆଜି ମୁଁ ମରି ମରିକି
ଭଲ କଲୁନି ଲୋ ମୋତେ ଧୋକା ଦେଇକି
ବଞ୍ଚିଚି ଲୋ ଆଜି ମୁଁ ମରି ମରିକି

°•. Second Line .•°

ଗଢିଥିଲି ତୋ ପାଇଁ ରାଜ ଉଆସ
ଭାଙ୍ଗିଦେଲୁ ରହିଗଲା ମୋ ଅବଶୋଷ
ଥରୁଟିଏ ପ୍ରିୟା ତୁ ଭାବିଲୁ ନାହିଁ
ତୁ ଥିଲୁ ପରା ମୋ ନିଶ୍ୱାସ
ଗଢିଥିଲି ତୋ ପାଇଁ ରାଜ ଉଆସ
ଭାଙ୍ଗିଦେଲୁ ରହିଗଲା ମୋ ଅବଶୋଷ
ଥରୁଟିଏ ପ୍ରିୟା ତୁ ଭାବିଲୁ ନାହିଁ
ତୁ ଥିଲୁ ପରା ମୋ ନିଶ୍ୱାସ
ମୋ ଓଠରୁ ହସ ନେଇ ଦେଲୁ ତୁ ଲୁହ
ତୋ ବିନା କେମିତି ମୁଁ ବଞ୍ଚିବି କହ
ଆଉ କାହା ପାଇଁ ମୋ ସାଥିରେ କାହିଁ କଲୁ ଏମିତି
ଭଲ କଲୁନି ଲୋ ମୋତେ ଧୋକା ଦେଇକି
ବଞ୍ଚିଚି ଲୋ ଆଜି ମୁଁ ମରି ମରିକି
ଭଲ କଲୁନି ଲୋ ମୋତେ ଧୋକା ଦେଇକି
ବଞ୍ଚିଚି ଲୋ ଆଜି ମୁଁ ମରି ମରିକି

°•. Third Line .•°

ଦେଖିଥିଲି ତୋତେ ନେଇ କେତେ ସପନ
ଚାଲିଗଲୁ ଜାଳିଦେଇ ମୋ ଜୀବନ
କିଏ ଦେଲା ତୋତେ କହ ରାଣୀ ର ସୁଖ
କେମିତି ତୁ ହେଲୁ ଏତେ ହୃଦୟ ହୀନ
ଦେଖିଥିଲି ତୋତେ ନେଇ କେତେ ସପନ
ଚାଲିଗଲୁ ଜାଳିଦେଇ ମୋ ଜୀବନ
କିଏ ଦେଲା ତୋତେ କହ ରାଣୀ ର ସୁଖ
କେମିତି ତୁ ହେଲୁ ଏତେ ହୃଦୟ ହୀନ
କାନ୍ଦିବୁରେ କାନ୍ଦିବୁ ତୁ ଦିନେ ମୋ ପାଇଁ
ଖୋଜି ଖୋଜି ମୋତେ ତୁ ପାଇବୁ ନାହିଁ
ସେଦିନ ଭାବିବୁ ଭୁଲିଯାଇ ମୋତେ ଭୁଲ୍ କଲୁ କି
ଭଲ କଲୁନି ଲୋ ମୋତେ ଧୋକା ଦେଇକି
ବଞ୍ଚିଚି ଲୋ ଆଜି ମୁଁ ମରି ମରିକି
ଭଲ କଲୁନି ଲୋ ମୋତେ ଧୋକା ଦେଇକି
ବଞ୍ଚିଚି ଲୋ ଆଜି ମୁଁ ମରି ମରିକି

Read »  Mun Asibini Pheri

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment