Generic selectors
Exact matches only
Search in title
Search in content
Post Type Selectors

To Dehare Lagi Jau Mo Ayusha

Song » To Dehare Lagi Jau Mo Ayusha •
Singer » Swayam Padhi •
Singer » Ira Mohanty •
Music » Malaya Mishra •
Lyrics » Nihar Priyaashish •

To Dehare Lagi Jau Mo Ayusha Lyrics In Odia

°•. First Line .•°

ପୁ – ତୁ ଆସିବା ଆଗରୁ ନଥିଲେ କେହି
ତୁ ଗଲା ପରେବି କେହି ଆସିବେ ନାହିଁ
ତୁ ଆସିବା ଆଗରୁ ନଥିଲେ କେହି
ତୁ ଗଲା ପରେବି କେହି ଆସିବେ ନାହିଁ
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ଝି – ମୁଁ ଚାହିଁବା ଆଗରୁ ପାଇଚି ତୋତେ
ମୁଁ ମରିବା ପରେବି ଥିବି ତୋ ସାଥେ
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ତୋ ଦେହରେ ଲାଗିଯାଉ ମୋ ଆୟୁଷ

°•. Second Line .•°

ପୁ – ଦୁନିଆର ସବୁ ଖୁସି ତୋ ହାତରେ ଦେବି ଆଣି
ତୋ ବାଟରୁ କଣ୍ଟା କାଢି ଫୁଲ ଯେତେ ଦେବି ବୁଣି
ଦୁନିଆର ସବୁ ଖୁସି ତୋ ହାତରେ ଦେବି ଆଣି
ତୋ ବାଟରୁ କଣ୍ଟା କାଢି ଫୁଲ ଯେତେ ଦେବି ବୁଣି
ଝି – ତୋ ଆଖିର ଆଇନାରେ ଦେଖିବି ମୁଁ ଏ ଦୁନିଆ
ଛାଇଁ ହେଇ ତୋ ଛାତିରେ ରହିବି ମୁଁ ସବୁ ଦିନିଆ
ପୁ – ମୁଁ କହିବା ଆଗରୁ ଯାଉ ତୁ ବୁଝି
ମୁଁ ଏମିତି ସାଥିଟେ ପାଇଚି ଖୋଜି
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ଝି – ତୋ ଦେହରେ ଲାଗିଯାଉ ମୋ ଆୟୁଷ

°•. Third Line .•°

ଝି – ତୁ ଏମିତି ଗପ ବହି ଯେତେ ପଢେ ସରେ ନାହିଁ
ତୋତେ ପାଇ ସରଗ ବି ପାଇବାର ଇଛା ନାହିଁ
ତୁ ଏମିତି ଗପ ବହି ଯେତେ ପଢେ ସରେ ନାହିଁ
ତୋତେ ପାଇ ସରଗ ବି ପାଇବାର ଇଛା ନାହିଁ
ପୁ – ମୋ ପାଇଁ ତୁ ପ୍ରେମ ଋତୁ ମହ ମହ ମଧୁମାସ
ତୋଠୁ ଆରମ୍ଭ ମୋର ତୋ ଠାରେ ହବ ଶେଷ
ଝି – ମୁଁ ମାଗିବା ଆଗରୁ ଦେଇଚୁ ସବୁ
ତୁ ସବୁଦିନ ପାଇଁ ଛାତିରେ ଥିବୁ
ତୁ ମୋ ନିଶ୍ୱାସ ତୁ ମୋ ବିଶ୍ୱାସ ତୁ ସାହସ
ତୋ ଦେହରେ ଲାଗିଯାଉ ମୋ ଆୟୁଷ
ପୁ – ତୋ ଦେହରେ ଲାଗିଯାଉ ମୋ ଆୟୁଷ
ଝି – ତୋ ଦେହରେ ଲାଗିଯାଉ ମୋ ଆୟୁଷ
ପୁ – ତୋ ଦେହରେ ଲାଗିଯାଉ ମୋ ଆୟୁଷ

Read »  Jhalamala Sambalpuri

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment