Generic selectors
Exact matches only
Search in title
Search in content
Post Type Selectors

Tu Feria Dhana Mo Pakhaku Female

Song » Tu Feria Dhana Mo Pakhaku Female •
Singer » Amrita Nayak •
Music » Binayaka Panda •
Lyrics » Rudra Mallik •

Tu Feria Dhana Mo Pakhaku Female Lyrics In Odia

°•. First Line .•°

ଋତୁ ଫେରିଗଲା ରାତି ପାହିଗଲା
ତୁ କିନ୍ତୁ ଫେରିଲୁନି ମୋ ପାଖକୁ
ଦିନ ବିତି ଗଲା ସଞ୍ଜ ବୁଡିଗଲା
ତୁ କିନ୍ତୁ ଫେରିଲୁନି ମୋ ପାଖକୁ
ଆଉ ବୁଝେଇ ପାରୁନି ମନକୁ
ଆଉ ବୁଝେଇ ପାରୁନି ନିଜକୁ
ଆଉ ବୁଝେଇ ପାରୁନି ମନକୁ
ଆଉ ବୁଝେଇ ପାରୁନି ନିଜକୁ
ଯେତେ ଶୋଇଲେବି ତୋ ବିନା
ନିଦ ଆସୁନି ଆଖିକୁ
ତୁ ଫେରିଆ ରେ ଫେରିଆ ରେ
ଧନ ମୋ ପାଖକୁ
ତୁ ଫେରିଆ ରେ ଫେରିଆ ରେ
ଧନ ମୋ ପାଖକୁ

°•. Second Line .•°

ମୋ ପାଇଁ ପ୍ରେମ ତୋର
ଥିଲା ଆଖି ଲୁହ
ସେଇ ଲୁହକୁ ଜାଳି ଦେଇଥିଲା
ଅବିବେକି ସନ୍ଦେହ
ପ୍ରେମ ତୋର ଥିଲା ଧନ
ମୋ ପାଇଁ ସବୁଠୁ ଦାମି
ସନ୍ଦେହ ତୋତେ ମୁଁ କରିବା ଟା ଥିଲା
ମୋ ପାଇଁ ବୋକାମି
ଆଉ ରାଗ୍’ନି ମୋର ଧନରେ
ଆସି ରହିଯା ତୁ ମୋ ମନରେ
ଆଉ ରାଗ୍’ନି ମୋର ଧନରେ
ଆସି ରହିଯା ତୁ ମୋ ମନରେ
ଯେତେ ଚାହିଁଲେବି ତୋ ବିନା
ଦେଖି ପାରୁନି ଜହ୍ନଁକୁ
ତୁ ଫେରିଆ ରେ ଫେରିଆ ରେ
ଧନ ମୋ ପାଖକୁ
ତୁ ଫେରିଆ ରେ ଫେରିଆ ରେ
ଧନ ମୋ ପାଖକୁ

°•. Third Line .•°

ଭୁଲ୍ ଥିଲା ସବୁ ମୋର
କରିଦେ ତୁ କ୍ଷମା
କଥା ମୁଁ ଦଉଚି ଆଉ କେବେ ଭୁଲ୍
କରିବି ନାହିଁ ରେ ଜମା
ଦେଖ୍ ଧନ କାନ ଧରି
ଉଠ୍ ବସ୍ ମୁଁ ହଉଚି
ଯାହା ତୁ କହିବୁ ତାହା ମୁଁ କରିବି
ତୋ ପାଇଁ ସବୁକିଛି
ତୁ ଫେରିବୁ ବୋଲି ମୁଁ ଭାବୁଚି
ତୁ ଫେରିବୁ ବୋଲି ବି ଜାଣିଚି
ତୁ ଫେରିବୁ ବୋଲି ମୁଁ ଭାବୁଚି
ତୁ ଫେରିବୁ ବୋଲି ବି ଜାଣିଚି
ତୁ ଫେରିଲା ପରେ ଦୁରେଇ ଦେବି ମୋ
ଜୀବନେ ଦୁଃଖକୁ
ତୁ ଫେରିଆ ରେ ଫେରିଆ ରେ
ଧନ ମୋ ପାଖକୁ
ତୁ ଫେରିଆ ରେ ଫେରିଆ ରେ
ଧନ ମୋ ପାଖକୁ
ତୁ ଫେରିଆ ରେ ଫେରିଆ ରେ
ଧନ ମୋ ପାଖକୁ

Read »  Tu Bi Kandibu Lo Semiti 2

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment