Song » Tu Mora Janu Mu Tora Janeman •
Singer » Swayam Padhi •
Singer » Aseema Panda •
Music » Sushil Dalai •
Lyrics » Mrutyunjaya Mishra •
Tu Mora Janu Mu Tora Janeman Lyrics In Odia
°•. First Line .•°
ପୁ – ତୋ ଓଠ ଗାଏ ପ୍ରମ ସରଗମ୍
ତୋ ଓଠ ଗାଏ ପ୍ରମ ସରଗମ୍
ତା ସାଥିରେ ତାଳ ଦେଉଚି
ହାଏ ମୋର ଧଡକନ୍
ଝି – ତୁ ମୋର ଜାନୁ ମୁଁ ତୋର ଜାନେମନ୍
ପୁ – ମୁଁ ତୋର ଜାନୁ ତୁ ମୋର ଜାନେମନ୍
ଝି – ନାହିଁରେ ନାହିଁ ପ୍ରୀତି ରେ ସରମ୍
ନାହିଁରେ ନାହିଁ ପ୍ରୀତି ରେ ସରମ୍
ତୋ ସାଥିରେ ସଦା ରହିବି
ଖାଉଚି ମୁଁ ଏ କସମ୍
ପୁ – ମୁଁ ତୋର ଜାନୁ ତୁ ମୋର ଜାନେମନ୍
ମୁଁ ତୋର ଜାନୁ ତୁ ମୋର ଜାନେମନ୍
ଝି – ତୁ ମୋର ଜାନୁ ମୁଁ ତୋର ଜାନେମନ୍
ତୁ ମୋର ଜାନୁ ମୁଁ ତୋର ଜାନେମନ୍
°•. Second Line .•°
ପୁ – ଭଅଁର ଫଗୁଣ ପ୍ରେମ ଯେମିତି
ଭଲ ମୁଁ ପାଏ ତୋତେ ସେମିତି
ଝି – ପଦୁଅଁ ସିନା ହଁ ନିଏ ଜୀବନ
ହେଲେ ତୋ ପାଇଁ ମୁଁ ଦେବି ଜୀବନ
ଆମ ବନ୍ଧନ ସାତ ଜନ୍ମର
ସେ ପାଇଁ ଆମ ଜନମ୍
ପୁ – ମୁଁ ତୋର ଜାନୁ ତୁ ମୋର ଜାନେମନ୍
ମୁଁ ତୋର ଜାନୁ ତୁ ମୋର ଜାନେମନ୍
ଝି – ତୁ ମୋର ଜାନୁ ମୁଁ ତୋର ଜାନେମନ୍
ତୁ ମୋର ଜାନୁ ମୁଁ ତୋର ଜାନେମନ୍
°•. Third Line .•°
ଝି – ଜିଇଁବା ସାଥେ ହଁ ସାଥେ ମରିବା
ଏ ପ୍ରେମ ପାଇଁ କିଛି କରିବା
ପୁ – ବଇରି ଆଜି ଏ ସାରା ଦୁନିଆ
ସହି ନହେଲେ ଜୀବନ ଦେବା
ସବୁ ପଢିବେ ପ୍ରେମ ଗ୍ରନ୍ଥରେ
ଆମ ଅନ୍ତେ ଆମ ନଜମ୍
ଝି – ତୁ ମୋର ଜାନୁ ମୁଁ ତୋର ଜାନେମନ୍
ତୁ ମୋର ଜାନୁ ମୁଁ ତୋର ଜାନେମନ୍
ପୁ – ମୁଁ ତୋର ଜାନୁ ତୁ ମୋର ଜାନେମନ୍
ମୁଁ ତୋର ଜାନୁ ତୁ ମୋର ଜାନେମନ୍
ଝି – ତୁ ମୋର ଜାନୁ ମୁଁ ତୋର ଜାନେମନ୍
ପୁ – ମୁଁ ତୋର ଜାନୁ ତୁ ମୋର ଜାନେମନ୍
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏