Song » Hrudaya Hina Ku Deli Hrudaya •
Singer » Humane Sagar •
Music » Jeet Baral •
Lyrics » Sangram Keshari •
Hrudaya Hina Ku Deli Hrudaya Lyrics In Odia
°•. First Line .•°
ହୃଦୟ ହୀନାକୁ ଦେଲି ହୃଦୟ
ଜାଣି ନଥିଲି ସେ ଏତେ ନିର୍ଦୟ
ଭାବିଲି ଯାହାକୁ ଅତି ନିଜର
କେମିତି ହେଲା ସେ ଏତେ ନିଷ୍ଠୁର
ନାହିଁରେ ନାହିଁ ତାର ହୃଦୟ ନାହିଁ
ମୋ ହୃଦୟକୁ ସେ ଚିହ୍ନିବ କାହିଁ
ନାହିଁରେ ନାହିଁ ତାର ହୃଦୟ ନାହିଁ
ମୋ ହୃଦୟକୁ ସେ ଚିହ୍ନିବ କାହିଁ
ମୋତେ ପର କରି ସ୍ୱାର୍ଥପର ପରି
ବଦଳିଗଲା ରେ ସିଏ
ହୃଦୟ ହୀନାକୁ ଦେଲି ହୃଦୟ
ଜାଣି ନଥିଲି ସେ ଏତେ ନିର୍ଦୟ
ଭାବିଲି ଯାହାକୁ ଅତି ନିଜର
କେମିତି ହେଲା ସେ ଏତେ ନିଷ୍ଠୁର
°•. Second Line .•°
ଜାଣିକି ବି ସବୁ ହେଲା ସେ ଅଜଣା
ଖୋଜିନେଲା ସିଏ ତା ନୂଆଁ ଠିକଣା
ଅବିବେକି ମନ ତା ବୁଝିଲାନି କିଛି
ଦୁଃଖ ସବୁ ଦେଇ ସୁଖ ନେଲା ବାଛି
ହେଲା ରେ ହେଲା ସିଏ ପଥର ହେଲା
ମୋ ସୁନା ସପନକୁ ଚୁନା ସେ କଲା
ଭାଙ୍ଗି ମୋ ବିଶ୍ୱାସ ଦେହରୁ ନିଶ୍ୱାସ
ଛଡେଇ ନେଲା ରେ ସିଏ
ହୃଦୟ ହୀନାକୁ ଦେଲି ହୃଦୟ
ଜାଣି ନଥିଲି ସେ ଏତେ ନିର୍ଦୟ
ଭାବିଲି ଯାହାକୁ ଅତି ନିଜର
କେମିତି ହେଲା ସେ ଏତେ ନିଷ୍ଠୁର
°•. Third Line .•°
କାଲି ଯିଏ ଥିଲା ଅତି ଆପଣାର
ବିଶ୍ୱାସରେ ଭରିଦେଲା ସେ ଜହର
ଛଳନା କରି ସେ ଭାଙ୍ଗିଦେଲା ମନ
ଜିଇଁ ଥାଉ ଥାଉ ନେଲା ମୋ ଜୀବନ
ମିଛ ରେ ମିଛ ଥିଲା ତା ପ୍ରତିସୃତି
ଠକିଦେଇ ଗଲା ଚାଲି ଛାଡି ତା ସ୍ମୃତି
ମିଠା କଥା କହି ମନ ମୋର ମୋହି
ଭଣ୍ଡେଇ ଦେଲା ରେ ସିଏ
ହୃଦୟ ହୀନାକୁ ଦେଲି ହୃଦୟ
ଜାଣି ନଥିଲି ସେ ଏତେ ନିର୍ଦୟ
ଭାବିଲି ଯାହାକୁ ଅତି ନିଜର
କେମିତି ହେଲା ସେ ଏତେ ନିଷ୍ଠୁର
ନାହିଁରେ ନାହିଁ ତାର ହୃଦୟ ନାହିଁ
ମୋ ହୃଦୟକୁ ସେ ଚିହ୍ନିବ କାହିଁ
ମୋତେ ପର କରି ସ୍ୱାର୍ଥପର ପରି
ବଦଳିଗଲା ରେ ସିଏ
ହୃଦୟ ହୀନାକୁ ଦେଲି ହୃଦୟ
ଜାଣି ନଥିଲି ସେ ଏତେ ନିର୍ଦୟ
ଭାବିଲି ଯାହାକୁ ଅତି ନିଜର
କେମିତି ହେଲା ସେ ଏତେ ନିଷ୍ଠୁର
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏