Song » To Bina Banchi Jibi Re •
Singer » Humane Sagar •
Music » JN Padma •
Lyrics » Nilu •
To Bina Banchi Jibi Re Lyrics In Odia
°•. First Line .•°
ନା ମୁଁ କେବେ ଥିଲି ତୋର
ନା ମୁଁ କେବେ ହେବି ତୋର
ନା ମୁଁ କେବେ ଥିଲି ତୋର
ନା ମୁଁ କେବେ ହେବି ତୋର
କିଛି ନାହିଁରେ ଆମ ଭିତରେ
ଓ ପ୍ରିୟାରେ…
ଭୁଲିଯିବୁ ଯଦି ତୁ ଭୁଲିଯା
ତୋ ବିନା ମୁଁ ବଞ୍ଚିଯିବି ରେ
ଭୁଲିଯିବୁ ଯଦି ତୁ ଭୁଲିଯା
ତୋ ବିନା ମୁଁ ବଞ୍ଚିଯିବି ରେ
°•. Second Line .•°
ମିଛେ ହସେଇଲୁ ବେଶି କନ୍ଦେଇଲୁ
ତୋ ମିଛକୁ ସତ ମୁଁ ଭାବିଲି
କଣ୍ଢେଇ ରାଣୀ ମୋ ଭାବିଥିଲି ତୋତେ
ଭଣ୍ଡେଇ ଦେଲୁ ତୁ ହାରିଗଲି
କିଛି ନାହିଁରେ ଆମ ଭିତରେ
ଓ ପ୍ରିୟାରେ…
ଭୁଲିଯିବୁ ଯଦି ତୁ ଭୁଲିଯା
ତୋ ବିନା ମୁଁ ବଞ୍ଚିଯିବି ରେ
ଭୁଲିଯିବୁ ଯଦି ତୁ ଭୁଲିଯା
ତୋ ବିନା ମୁଁ ବଞ୍ଚିଯିବି ରେ
°•. Third Line .•°
ଲୋଡା ନାହିଁ ଆଉ ତୋ ଭଲ ପାଇବା
ଭୁଲିଯିବି ସବୁ ସ୍ମୃତି ତୋର
ଅଭୁଲା ଦିନକୁ ଭାବିବିନି ଆଉ
ଝୁରିବନି ତୋତେ ମନ ମୋର
କିଛି ନାହିଁରେ ଆମ ଭିତରେ
ଓ ପ୍ରିୟାରେ…
ଭୁଲିଯିବୁ ଯଦି ତୁ ଭୁଲିଯା
ତୋ ବିନା ମୁଁ ବଞ୍ଚିଯିବି ରେ
ଭୁଲିଯିବୁ ଯଦି ତୁ ଭୁଲିଯା
ତୋ ବିନା ମୁଁ ବଞ୍ଚିଯିବି ରେ
ଭୁଲିଯିବୁ ଯଦି ତୁ ଭୁଲିଯା
ତୋ ବିନା ମୁଁ ବଞ୍ଚିଯିବି ରେ
ଭୁଲିଯିବୁ ଯଦି ତୁ…
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏