Song » Kande Mo Hrudaya •
Singer » Humane Sagar •
Music » Kumar Tutu •
Lyrics » Bablu Kumar •
Kande Mo Hrudaya Lyrics In Odia
°•. First Line .•°
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
ତୁ ଏମିତିକା କଷ୍ଟ ଦେଲୁ
ମୋ ଜୀବନଟା ସାରିଦେଲୁ
ତୁ ଏମିତିକା କଷ୍ଟ ଦେଲୁ
ମୋ ଜୀବନଟା ସାରିଦେଲୁ
ତୁ ଭୁଲିଗଲୁ ମୋତେ
ହେଲେ ମୁଁ ଭୁଲି ନାହିଁ ତୋତେ
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
°•. Second Line .•°
କଥା ଥିଲା ଆମର ଏକାଠି ବଞ୍ଚିବା
ବଞ୍ଚି ନପାରିଲେ ଦୁହେଁ ମରିଯିବା
ଭଲ ପାଇବାର ଏ କି ଉପହାର
ଖାଲି ମୋ ଆଖିରେ ଲୁହର ସାଗର
ତୁ ଏମିତିକା କଷ୍ଟ ଦେଲୁ
ମୋ ଜୀବନଟା ସାରି ଦେଲୁ
ତୁ ଏମିତିକା କଷ୍ଟ ଦେଲୁ
ମୋ ଜୀବନଟା ସାରି ଦେଲୁ
ତୁ ଭୁଲିଗଲୁ ମୋତେ
ହେଲେ ମୁଁ ଭୁଲି ନାହିଁ ତୋତେ
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
°•. Third Line .•°
କହିଥିଲୁ ମୋତେ କେବଳ ମୁଁ ତୋର
ଆଜି ହେଇଗଲୁ ତୁ ଆଉ କାହାର
ପିନ୍ଧିନେଲୁ ପ୍ରିୟା ମଥାରେ ତୁ ସିନ୍ଦୁର
ମୋତେ କରିଦେଲୁ ତୁ ସାତପର
ତୁ ଏମିତିକା କଷ୍ଟ ଦେଲୁ
ମୋ ଜୀବନଟା ସାରି ଦେଲୁ
ତୁ ଏମିତିକା କଷ୍ଟ ଦେଲୁ
ମୋ ଜୀବନଟା ସାରି ଦେଲୁ
ତୁ ଭୁଲିଗଲୁ ମୋତେ
ହେଲେ ମୁଁ ଭୁଲି ନାହିଁ ତୋତେ
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
ପ୍ରିୟାରେ… ପ୍ରିୟାରେ… ପ୍ରିୟାରେ…
କାନ୍ଦେ ମୋ ହୃଦୟରେ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏