Generic selectors
Exact matches only
Search in title
Search in content
Post Type Selectors

Tu Mora Lagilu Tu Mora

Song » Tu Mora Lagilu Tu Mora •
Singer » Humane Sagar •
Singer » Diptirekha Padhi •
Music » Abinash Mishra •
Lyrics » PuspakParida •

Tu Mora Lagilu Tu Mora Lyrics In Odia

°•. First Line .•°

ପୁ – ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର…ଲାଗିଲୁ ତୁ ମୋର
ଫେରିଲାନି ତୋ ଆଖିରୁ ଯେବେ ମୋ ନଜର
ତୁ ମୋର…ଲାଗିଲୁ ତୁ ମୋର
ଝି – ଲୁଚି ଛପି ତୁ ଯେବେ ଆସି
ଛାତି ତଳେ ମୋ ଗଲୁ ବସି
ସେବେଠାରୁ ଲାଗିଲୁ ତୁ ନିଜଠୁ ବି ନିଜର
ପୁ – ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର…ଲାଗିଲୁ ତୁ ମୋର
ତୁ ମୋର…ଲାଗିଲୁ ତୁ ମୋର

°•. Second Line .•°

ପୁ – ମହୁ ଠାରୁ ବେଶି ମିଠା କଥାରେ
ହଜି ଯାଏ ରେ ମୁଁ ଭିଜି ଯାଏ ରେ
ଝି – ବର୍ଷା ପରି ଛିଟା ଛିଟା ତୋ ଥଟ୍ଟା ରେ
ମରିଯାଏ ରେ ମୁଁ ଝରି ଯାଏ ରେ
ପୁ – ଝରିଗଲା ତୋ ହସରୁ ଯେବେ ମୋତି କାକର
ତୁ ମୋର…ଲାଗିଲୁ ତୁ ମୋର
ଝି – ଚୁପି ଚୁପି ତୁ ଯେବେ ଆସି
ପଲକରେ ମୋ ଗଲୁ ବସି
ସେବେଠାରୁ ଲାଗିଗଲା ରଙ୍ଗଛିଟା ପ୍ରେମର
ଦେଖାହେଲା ଯେବେ ତୋ ସାଥେ ପ୍ରଥମ ଥର
ତୁ ମୋର…ଲାଗିଲୁ ତୁ ମୋର
ତୁ ମୋର…ଲାଗିଲୁ ତୁ ମୋର

°•. Third Line .•°

ଝି – ରପ୍ତା ରପ୍ତା ତୋ ପ୍ରେମର ଇସାରା ରେ
ଭେଦି ଯାଏ ରେ ମୋ ଛାତି ଭେଦି ଯାଏ ରେ
ପୁ – ହପ୍ତା ହପ୍ତା ତୋ ପ୍ରେମର ଭାବନା ରେ
ମଜିରହେ ରେ ଏ ମନ ମଜିରହେ ରେ
ଝି – ଭାବନାରେ ଆସି ତୁ ଯେବେ ମନେ ତୋଳିଲୁ ଘର
ତୁ ମୋର…ଲାଗିଲୁ ତୁ ମୋର
ପୁ – ହସି ହସି ତୁ ଯେବେ ଆସି
ଦେଇଗଲୁ ରେ ଏତେ ଖୁସି
ସେବେଠାରୁ ଫୁଲ ପାଇଁ ପାଗଳ ଏ ଭଅଁର
ତୁ ମୋର…ଲାଗିଲୁ ତୁ ମୋର
ଝି – ତୁ ମୋର…ଲାଗିଲୁ ତୁ ମୋର
ପୁ – ତୁ ମୋର…ଲାଗିଲୁ ତୁ ମୋର
ଝି – ତୁ ମୋର…ଲାଗିଲୁ ତୁ ମୋର

Read »  Khusi Hela Paradesi

°•. End .•°

Posted By – OdiaLyrics.Com™

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment