Song » Aha Ki Shanti •
Singer » S Jitu •
Singer » Soujannya Rath •
Music » Antaryami Mishra •
Lyrics » Antaryami Mishra •
Aha Ki Shanti Lyrics In Odia
°•. First Line .•°
ପୁ – ଛୁଇଁ ଦେଲାପରେ ଦେହସାରା ମୋର
ଖେଳିଯାଏ ଖେଳିଯାଏ ଖେଳିଯାଏ କିତି କିତି କିତି
ଆହା କି ଶାନ୍ତି…ଆହା କି ଶାନ୍ତି
ଝି – ଛୁଇଁ ଦେଲାପରେ ଦେହସାରା ମୋର
ଉଡିବୁଲେ ଉଡିବୁଲେ ଉଡିବୁଲେ ପ୍ରଜାପତି
ଆହା କି ଶାନ୍ତି…ଆହା କି ଶାନ୍ତି
ପୁ – ନିଆଁ ଖଣ୍ଡେ ତୁ ପତଙ୍ଗ ଟେ ମୁଁ
ଜାଳିଦେ ମୋତେ ପାଇଯିବି ମୁଁ ମୁକ୍ତି
ଆହା କି ଶାନ୍ତି…ଆହା କି ଶାନ୍ତି
ଝି – ଆହା କି ଶାନ୍ତି…ଆହା କି ଶାନ୍ତି
°•. Second Line .•°
ଝି – ଝରକା ଖୋଲିଲେ ତୋ ଗାଁ ପବନ
ଅସ୍ତ ବ୍ୟସ୍ତ ମୋତେ କରିଦିଏ
ଗଭା ଗଜରା ରୁ ମହକ ଚୋରେଇ
ତୋ ପାଖକୁ ନେଇଯାଏ
ହଁ…ତୋ ପାଖକୁ ନେଇଯାଏ
ପୁ – ଚାନ୍ଦ ଉଇଁ ଗଲେ ନିଶା ଚଢିଯାଏ
ଚାନ୍ଦରେ ଦିଶେ ତୋ ମୁହଁ
ତୋ ଘର ଆଡକୁ କେମିତି ଏ ପାଦ
ଯିବ ନାହିଁ ମୋତେ କହ
ହାଏ…ଯିବ ନାହିଁ ମୋତେ କହ
ଝି – ଖଡି ଟିଏ ତୁ ସିଲଟ ଟେ ମୁଁ
ଗାରେଇଦେ ରେ ପାଇଯିବି ମୁଁ ମୁକ୍ତି
ଆହା କି ଶାନ୍ତି…ଆହା କି ଶାନ୍ତି
ପୁ – ଆହା କି ଶାନ୍ତି…ଆହା କି ଶାନ୍ତି
°•. Third Line .•°
ପୁ – ଦୁନିଆ କହୁଚି ତୋତେ ମୋତେ କାଳେ
ହେଇଚି ଲୋ ଗୋଟେ ବଡ ରୋଗ
ପୀରତି ସିରାପ ପିଏଇ ଦେଇକି
ରୋଗ ଭଲ କରେ ଆଗ
ହଁ…ରୋଗ ଭଲ କରେ ଆଗ
ଝି – ଚୋରା ପୀରତି ର ମହୁ ପିଇ ପିଇ
କେତେ ଦିନ ଆଉ ରହିଥିବୁ
କହ କହ କହ ତୋ ଘର କାନ୍ଥରେ
କେବେ ମୋର ନାଆଁ ଲେଖିଦବୁ
କେବେ ମୋର ନାଆଁ ଲେଖିଦବୁ
ପୁ – ଲୁହା ଖଣ୍ଡେ ମୁଁ ଚୁମ୍ବକ ଟେ ତୁ
ଟାଣିନେ ମୋତେ ପାଇଯିବି ମୁଁ ମୁକ୍ତି
ଆହା କି ଶାନ୍ତି…ଆହା କି ଶାନ୍ତି
ଝି – ଆହା କି ଶାନ୍ତି…ଆହା କି ଶାନ୍ତି
ପୁ – ଆହା କି ଶାନ୍ତି…ଆହା କି ଶାନ୍ତି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏