Song » Gaan Ru Ghatagaan •
Singer » Ananya Sritam Nanda •
Music » Munu Pagal •
Lyrics » Bidhu Bushan •
Gaan Ru Ghatagaan Lyrics In Odia
°•. First Line .•°
ଆହା କି ଭାଗ୍ୟ ମୋର
ଲଗେଇ ଡୋରି ତୋର
ଆହା କି ଭାଗ୍ୟ ମୋର
ଲଗେଇ ଡୋରି ତୋର
ଡାକିଲୁ ଆଲୋ ଆ …
ମାଁ ଲୋ ମାଁ ଲୋ ମାଁ …
ପହଞ୍ଚିଗଲିି ମୁଁ ମୋ ଗାଁରୁ ତୋ ଘଟଗାଁ
ତୋ ଘଟଗାଁ
ପହଞ୍ଚିଗଲିି ମୁଁ ମୋ ଗାଁରୁ ତୋ ଘଟଗାଁ
ତୋ ଘଟଗାଁ
°•. Second Line .•°
କରମ କୁ ମୋର ଧରମ ଭାବି ମାଁ
ସଂସାର ଜଞ୍ଜାଳେ ରହି
ଘର ଗୋଟାକର କାମ କରୁ କରୁ
ପାରୁନି ଏରୁଣ୍ଡି ଡେଇଁ
ମନେ ମନେ ମନ ଚାହେଁ ନୀତି ନୀତି
ହୁଅନ୍ତାକି ତୋର ଭେଟ
ହେଲେ କି ସମ୍ଭବ ଗାଁ ରୁ ଘଟଗାଁ
କାହିଁ କେତେ ଦୂର ବାଟ
ମାଗିନି କେବେ କିଛି
ଦେଇଛୁ ମନ ବୁଝି
ମାଗିନି କେବେ କିଛି
ଦେଇଛୁ ମନ ବୁଝି
ଚାହିଁଛି ଯେବେ ମୁଁ ଯାହା
ମାଁ ଲୋ ମାଁ ଲୋ ମାଁ …
ପହଞ୍ଚିଗଲିି ମୁଁ ମୋ ଗାଁରୁ ତୋ ଘଟଗାଁ
ତୋ ଘଟଗାଁ
ପହଞ୍ଚିଗଲିି ମୁଁ ମୋ ଗାଁରୁ ତୋ ଘଟଗାଁ
ତୋ ଘଟଗାଁ
° •. Third Line .•°
ଚାଲିଚି ଚାଲିବି ଜୀବନ ବାଟରେ
ଜାଣେନା ମୁଁ କେତେ ବାଟ
କେତେ ଝଡ଼ ଝଞ୍ଜା ଆସିଛି ଯାଇଛି
ଘୋଡେଇ ରଖିଛୁ ଘଣ୍ଟ
କରୁଣା ମୟୀ ମାଁ କରୁଣା ରେ ତୋର
କରିବୁନି କେବେ ଊଣା
ହାତ ଧରି ମୋର ବାଟ ଚଲେଇବୁ
ହେବି ଯେବେ ବାଟ ବଣା
ଯେଉଁଠି ଯେତେବେଳେ
ଖୋଜିଛି ସେତେବେଳେ
ଯେଉଁଠି ଯେତେବେଳେ
ଖୋଜିଛି ସେତେବେଳେ
ପାଖେ ମୋ ହେଇଚୁ ଠିଆ
ମାଁ ଲୋ ମାଁ ଲୋ ମାଁ …
ପହଞ୍ଚିଗଲିି ମୁଁ ମୋ ଗାଁରୁ ତୋ ଘଟଗାଁ
ତୋ ଘଟଗାଁ
ପହଞ୍ଚିଗଲିି ମୁଁ ମୋ ଗାଁରୁ ତୋ ଘଟଗାଁ
ତୋ ଘଟଗାଁ ତୋ ଘଟଗାଁ ତୋ ଘଟଗାଁ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏