Song » Jagatara Jamidara •
Singer » Sourav bharadwaj •
Music » Bimal Kumar Sahoo •
Lyrics » Rakesh Dash •
Jagatara Jamidara Lyrics In Odia
°•. First Line .•°
ତୋ ପାଖରେ ମୋ ପାଦ ଅଟକି ଯାଉଚି
ଚାଲି ମୁଁ ପାରୁନି ଆଉ
ତୋ ପାଖରେ ମୋ ପାଦ ଅଟକି ଯାଉଚି
ଚାଲି ମୁଁ ପାରୁନି ଆଉ
ତୋ ଆଖିରେ ମୋ ଆଖି ମିଶି ଗଲା ପରେ
ଲୁହ ଝରେ ମହାବାହୁ
ମୁଁ ସୁଖରେ ବି ତୋର ପାଖକୁ ତ ଧାଏଁ
ଦୁଃଖରେ ବି ଧାଇଁଯାଏ
ତୁ ଯମିଦାର ଏ ଜଗତର
ତୁ ଯମିଦାର ଏ ଜଗତର
ମୁଁ ନିରିହ ପରଜା ଟିଏ
ତୋ ଘଣ୍ଟତଳେ ଘଡେଇ ଥା
ଏ ଜୀବନ ସରିବା ଯାଏ
ତୁ ଯମିଦାର ଏ ଜଗତର
ମୁଁ ନିରିହ ପରଜା ଟିଏ
ତୋ ଘଣ୍ଟତଳେ ଘଡେଇ ଥା
ଏ ଜୀବନ ସରିବା ଯାଏ
°•. Second Line .•°
ତୁ ଭୋକିଲାର ଭାତ ମୁଠା
ଆହେ ମୋର ଦାରୁ ଦେବତା
ତୁ ଲେଖିଦେଲେ ବସି ଚିଠା
ସିଏ ହୁଏରେ କାଳେ ଗୀତା
ମୋ ଭାବରେ ବି ତୋର ପାଖକୁ ତୋ ଧାଏଁ
ଅଭାବେ ବି ଧାଇଁ ଯାଏ
ତୁ ଯମିଦାର ଏ ଜଗତର
ମୁଁ ନିରିହ ପରଜା ଟିଏ
ତୋ ଘଣ୍ଟତଳେ ଘଡେଇ ଥା
ଏ ଜୀବନ ସରିବା ଯାଏ
ତୁ ଯମିଦାର ଏ ଜଗତର
ମୁଁ ନିରିହ ପରଜା ଟିଏ
ତୋ ଘଣ୍ଟତଳେ ଘଡେଇ ଥା
ଏ ଜୀବନ ସରିବା ଯାଏ
°•. Third Line .•°
ତୁ ସକଳ ବ୍ରହ୍ମ ର ସିନ୍ଧୁ
ମୁଁ ତୋ ଆଗେ ବିଚାରା ବିନ୍ଦୁ
ତୋ ଦୁଆରେ ହେବି ମୁଁ ଲୀନ
ବାସ୍ ଏତିକି କରେ ଜଣାଣ
ମୁଁ କୋହରେ ବି ତୋର ପାଖକୁ ତ ଧାଏଁ
ଲୁହରେ ବି ଧାଇଁ ଯାଏ
ତୁ ଯମିଦାର ଏ ଜଗତର
ତୁ ଯମିଦାର ଏ ଜଗତର
ମୁଁ ନିରିହ ପରଜା ଟିଏ
ତୋ ଘଣ୍ଟତଳେ ଘଡେଇ ଥା
ଏ ଜୀବନ ସରିବା ଯାଏ
ତୁ ଯମିଦାର ଏ ଜଗତର
ମୁଁ ନିରିହ ପରଜା ଟିଏ
ତୋ ଘଣ୍ଟତଳେ ଘଡେଇ ଥା
ଏ ଜୀବନ ସରିବା ଯାଏ
ତୁ ଯମିଦାର ଏ ଜଗତର
ମୁଁ ନିରିହ ପରଜା ଟିଏ
ତୋ ଘଣ୍ଟତଳେ ଘଡେଇ ଥା
ଏ ଜୀବନ ସରିବା ଯାଏ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏