Song » Emiti Bana Ta Aneka Uduchi •
Singer » Shiva Prasad Dash •
Music » Shiva Prasad Dash •
Lyrics » Puratana •
Kalia Heijiba Kale Tikie Gora Lyrics In Odia
°•. First Line .•°
ଏମିତି ବାନା ତ ଅନେକ ଉଡୁଚି
ଏମିତି ବାନା ତ ଅନେକ ଉଡୁଚି
ପତିତ ପାବନ ସେମିତି ନୁହେଁ ରେ
ଏମିତି ଠାକୁର ଅନେକ ଦେଖିଚି
ଏମିତି ଠାକୁର ଅନେକ ଦେଖିଚି
ମୋ ଜଗା କାଳିଆ ସେମିତି ନୁହେଁରେ
ମୋ ଜଗା କାଳିଆ ସେମିତି ନୁହେଁ
ମୋ ଜଗା କାଳିଆ ସେମିତି ନୁହେଁରେ
ମୋ ଜଗା କାଳିଆ ସେମିତି ନୁହେଁ
ଏମିତି ବାନା ତ ଅନେକ ଉଡୁଚି
ଏମିତି ବାନା ତ ଅନେକ ଉଡୁଚି
ପତିତ ପାବନ ସେମିତି ନୁହେଁ
ଏମିତି ଠାକୁର ଅନେକ ଦେଖିଚି
ଏମିତି ଠାକୁର ଅନେକ ଦେଖିଚି
ମୋ ଜଗା କାଳିଆ ସେମିତି ନୁହେଁରେ
ମୋ ଜଗା କାଳିଆ ସେମିତି ନୁହେଁ
°•. Second Line .•°
ଏମିତି ଆଖି ଯେ ଅନେକ ଦେଖିଚି
ସେ ଚକା ନୟନ ସେମିତି ନୁହେଁ
ଏମିତି ଲୁହ ଯେ ଅନେକ ଝରୁଚି
ଭକତିର ଲୁହ ସେମିତି ନୁହେଁ
ସତେକି ସେ ଲୁହ…
ସତେକି ସେ ଲୁହ ରତ୍ନ ସିଙ୍ଘାସନେ
ସତେକି ସେ ଲୁହ ରତ୍ନ ସିଙ୍ଘାସନ
ଦାରୁବ୍ରହ୍ମ କୁ ସେ ହଲେଇ ଦିଏରେ
ଏମିତି ଠାକୁର ଅନେକ ଦେଖିଚି
ଏମିତି ଠାକୁର ଅନେକ ଦେଖିଚି
ମୋ ଜଗା ବଳିଆ ସେମିତି ନୁହେଁ ରେ
ମୋ ଜଗା ବଳିଆ ସେମିତି ନୁହେଁ
°•. Third Line .•°
ଏମିତି ରଥ ଯେ ଅନେକ ଦେଖିଚି
ନନ୍ଦିଘୋଷ ରଥ ସେମିତି ନୁହେଁ ରେ
ନନ୍ଦିଘୋଷ ରଥ ସେମିତି ନୁହେଁ
ଏମିତି ଗୀତ ମୁଁ ଅନେକ ଗାଇଚି
ଭକତି ଜଣାଣ ସେମିତି ନୁହେଁରେ
ଭକତି ଜଣାଣ ସେମିତି ନୁହେଁ
ଭକତି ଭାବେ ଯେ ହଇଛି ବନ୍ଧନ
ଭକତି ଭାବେ ଯେ ହଇଛି ବନ୍ଧନ
ଜଗତଲୋକ ଙ୍କୁ ହସଉ ଥାଏ
ଏମିତି ଠାକୁର ଅନେକ ଦେଖିଚି
ଏମିତି ଠାକୁର ଅନେକ ଦେଖିଚି
ମୋ ଜଗା ବଳିଆ ସେମିତି ନୁହେଁ ରେ
ମୋ ଜଗା ବଳିଆ ସେମିତି ନୁହେଁ
ଏମିତି ବାନା ତ…
ଏମିତି ବାନା ତ ଅନେକ ଉଡୁଚି
ଏମିତି ବାନା ତ ଅନେକ ଉଡୁଚି
ପତିତ ପାବନ ସେମିତି ନୁହେ ରେ
ଏମିତି ଠାକୁର ଅନେକ ଦେଖିଚି
ଏମିତି ଠାକୁର ଅନେକ ଦେଖିଚି
ମୋ ଜଗା ବଳିଆ ସେମିତି ନୁହେଁ ରେ
ମୋ ଜଗା ବଳିଆ ସେମିତି ନୁହେଁ
ମୋ ଜଗା କାଳିଆ ସେମିତି ନୁହେଁରେ
ମୋ ଜଗା କାଳିଆ ସେମିତି ନୁହେଁ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏