Song » Mo Jibana Sesha Para To Pakhare •
Singer » Smaranika •
Music » Rakesh Das •
Lyrics » Rakesh Sarangi •
Mo Jibana Sesha Para To Pakhare Lyrics In Odia
°•. First Line .•°
ତୋ ଚକା ଆଖି ଟିକେ ଦେଖିଦେଲେ
ଲୁହ ଝରିଯାଏ ରେ
ତୋ ବଡ ଦାଣ୍ଡେ ପାଦ ରଖିଦେଲେ
ମନ ହଜିଯାଏ ରେ
ତୋ ଚକା ଆଖି ଟିକେ ଦେଖିଦେଲେ
ଲୁହ ଝରିଯାଏ ରେ
ତୋ ବଡ ଦାଣ୍ଡେ ପାଦ ରଖିଦେଲେ
ମନ ହଜିଯାଏ ରେ
କହ ଏମିତି ଯାଦୁ କେମିତି ଶିଖିଲୁ ଥରେ
ଡୋରି ଲଗେଇ ଟାଣି ନେଉଚୁ ତୋ ପାଖରେ
ତୋ ତୁଳସୀ କୁ ଟିକେ ପାଇଗଲେ ମନ ନାଚି ଯାଏ ରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
°•. Second Line .•°
ମିଛ ମାୟା ସଂସାର କେହି ନୁହେଁ କାହାର
ତୁ ଏକା ମୋର ମୁଁ ଏକା ତୋର
ତୁ ପୂର୍ଣ୍ୟ ସାଗର ମୁଁ ଧାରା ନଦୀ ର
ମିଶେଇ ଦେ ମୋତେ ଥରେ ଖୋଲି ତୋର ଦୁଆର
ତୋ ଭାବର ଡୋରି ରେ ମୋତେ ତୁ ବାନ୍ଧିଦେ ଥରେ
ରହିବି ମୁଁ ତୋ ପାଖେ ତୋର ସେ ସିଂହ ଦୁଆରେ
ତୋ ନିର୍ମାଲ୍ୟ କୁ ଟିକେ ପାଇଗଲେ ପୂର୍ଣ୍ୟ ମିଳିଯାଏ ରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
°•. Third Line .•°
ତୁ କଳା ଠାକୁର ମୁଁ ଦାସୀ ତୋର
ମୋତେ ଟିକେ ଚାହିଁଦେ କରିଦେ ତୋ ନିଜର
ମାଟିର ଏ ଶରୀର ଚାରି ଖଣ୍ଡ ହାଡ ର
ତୁ ପରା ପ୍ରାଣବିନ୍ଦୁ ମୋର ଏଇ ଶ୍ୱାସ ର
ସରଗ ଦୁଆରେ ତୋ ମୋତେ ତୁ ଜାଳିଦେ ଥରେ
ପାଇବି ରେ ମୁକତି ମୋର ତୋ ଏଇ ଜନ୍ମରେ
ତୋ ଦେଉଳ ରେ ଦୀପ ଟିଏ କରି ମୋତେ ରଖିନେ ରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
ମୋ ଜୀବନ ଶେଷ ପରା ତୋ ପାଖରେ
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏