Song » Mu Kandibi Emiti Bhabi Nathili •
Singer » Jyotirmayee Nayak •
Music » S. Chandrakanta •
Lyrics » N. Gurudatta •
Mu Kandibi Emiti Bhabi Nathili Lyrics In Odia
°•. First Line .•°
ଯାହାକୁ ବେଶି ନିଜର କଲି
ଭୁଲିଯିବ ସିଏ ଭାବି ନଥିଲି
ଯାହାକୁ ବେଶି ନିଜର କଲି
ଭୁଲିଯିବ ସିଏ ଭାବି ନଥିଲି
ଆଖିର ଲୁହ ଓଠରେ ପିଇ
ଜିଉଁଚି ଖାଲି ମରିବା ପାଇଁ
ସମୟ ଗଲା ବଦଳି
ମୁଁ କାନ୍ଦିବି ଏମିତି କେବେ ଭାବି ନଥିଲି
ମୁଁ କାନ୍ଦିବି ଏମିତି କେବେ ଭାବି ନଥିଲି
°•. Second Line .•°
ବିଶ୍ୱସ କରି ଯାହାକୁ ଏଠି
ଭରସାରେ ଦେଲି ମନ
ଜାଣି ନଥିଲି ପଥର ସିଏ
ଗୋଟିଏ ହୃଦୟ ହୀନ
ବିଶ୍ୱସ କରି ଯାହାକୁ ଏଠି
ଭରସାରେ ଦେଲି ମନ
ଜାଣି ନଥିଲି ପଥର ସିଏ
ଗୋଟିଏ ହୃଦୟ ହୀନ
ସବୁ ତ ଏଠି ନିଜର ଲୋକ
ବୁଝନ୍ତି ନାହିଁ ମନର ଦୁଃଖ
ସମୟ ଗଲା ବଦଳି
ମୁଁ କାନ୍ଦିବି ଏମିତି କେବେ ଭାବି ନଥିଲି
ମୁଁ କାନ୍ଦିବି ଏମିତି କେବେ ଭାବି ନଥିଲି
°•. Third Line .•°
ଆପଣା ଲୋକ ଦେଲେ ରେ ଦୁଃଖ
କହିବି କାହାକୁ ଆଉ
ହସିବାକୁ ତ ପଡିବ ଏଠି
ମନ ପଛେ କାନ୍ଦୁଥାଉ
ଆପଣା ଲୋକ ଦେଲେ ରେ ଦୁଃଖ
କହିବି କାହାକୁ ଆଉ
ହସିବାକୁ ତ ପଡିବ ଏଠି
ମନ ପଛେ କାନ୍ଦୁଥାଉ
ପ୍ରତାରଣାର ବୋଝକୁ ବୋହି
ଚାଲିବା ପାଇଁ ସାହାସ ନାହିଁ
ସମୟ ଗଲା ବଦଳି
ମୁଁ କାନ୍ଦିବି ଏମିତି କେବେ ଭାବି ନଥିଲି
ମୁଁ କାନ୍ଦିବି ଏମିତି କେବେ ଭାବି ନଥିଲି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏