Generic selectors
Exact matches only
Search in title
Search in content
Post Type Selectors

Marijibi Dhana Tori Bina Female

Song » Marijibi Dhana Tori Bina •
Singer » Aseema Panda •
Music » JN Padma •
Lyrics » Debesh Kumar Dash •

Marijibi Dhana Tori Bina Lyrics In Odia

°•. First Line .•°

କିଏ ଡାକିବ ମୋତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା
କିଏ ଡାକିବ ମୋତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଗଲା ହେଲିରେ ଚୁନା
ବିଶ୍ୱାସରେ ବିଷ ମୋର ଦେଇ ତୁ ଯାଆନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

°•. Second Line .•°

ଲୋଡା ନାହିଁ ରାଣୀ ସୁଖ ରଜାର ଉଆସ
ଝାଟି ମାଟି କୁଡିଆରେ ତୋ ହାତ ପରଷ
ଲୋଡା ନାହିଁ ରାଣୀ ସୁଖ ରଜାର ଉଆସ
ଝାଟି ମାଟି କୁଡିଆରେ ତୋ ହାତ ପରଷ
ମୋ ଅଭିଳାସ ଆଜି କଲା ମୋତେ ଶେଷ
ଲୁହ ଦରିଆରେ ବୁଡି ଗଲା ମୋ ସର୍ବସ୍ୱ
କହିଦବୁ ଯଦି କେବେ ମୁଁ ହୃଦୟ ହୀନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

°•. Third Line .•°

ଡେଉଁଚି ମୋ ବାଆଁ ଆଖି ଆସିବୁ ସତେକି
ସବୁ ଦୋଷ କ୍ଷମା କରି ଡାକିବୁ ମୋତେ କି
ଡେଉଁଚି ମୋ ବାଆଁ ଆଖି ଆସିବୁ ସତେକି
ସବୁ ଦୋଷ କ୍ଷମା କରି ଡାକିବୁ ମୋତେ କି
ତୋ ବିନା ଏ ଜୀବନଟା ମରୁ ମରିଚିକା
ତୋ ସୁଖ ଫେରେଇ ଦେଇ ଚାଲିଯିବି ଏକା
ଚାଲିଗଲେ ଚାଲିଯିବି କହିବୁନି ତୁ ଆ
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

°•. End .•°

Posted By – OdiaLyrics.Com™

Read »  Srabani Tama Bahaghara Ku Mate Dakiba

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment