Song » Tu Bi Kandibu Lo Semiti •
Singer » Humane Sagar •
Music » Prem Darshan •
Lyrics » Prem Darshan •
Tu Bi Kandibu Lo Semiti Lyrics In Odia
°•. First Line .•°
ଯଦି ଭୁଲିବାର ଥିଲା ଭଲ ପାଉଥିଲୁ କାଇଁ
ଯଦି ଭଙ୍ଗିବାର ଥିଲା ମନ ନଉଥିଲୁ କାଇଁ
ଯଦି ଭୁଲିବାର ଥିଲା ଭଲ ପାଉଥିଲୁ କାଇଁ
ଯଦି ଭଙ୍ଗିବାର ଥିଲା ମନ ନଉଥିଲୁ କାଇଁ
ତୋ ବିନା ମୋ ଦିନ ରାତି କଟେ ଯେମିତି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
°•. Second Line .•°
ପ୍ରେମ ମୋର ବୁଝିଲୁନି ଏତେ ଭଲ ପାଇକି
କି ସପନ ଦେଖୁଚୁ ଲୋ ମୋ ଜୀବନ ନେଇକି
ଆଖି ଲୁହ ଓଠ ପିଏ ଏତେ ଲୁହ ଦେଲୁ ତୁ
ଭୁଲିବିନି ପ୍ରେମ ତୋର ଶହେ ଜନ୍ମ ଯାଏ ମୁଁ
କି ଲାଭ ପାଇଲୁ କହ ମୋତେ ଧୋକା ଦେଇକି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
°•. Third Line .•°
ଖୁସି ବଦଳରେ ଦେଲୁ ମୋତେ ଖାଲି ଯନ୍ତ୍ରଣା
ଭୁଲିବାକୁ ଚାହିଁଲେବି ତୋତେ ଭୁଲି ପାରେନା
ଭାବିଥିଲି ଯାହାକୁ ମୁଁ ମୋ ସୁନା କଣ୍ଢେଇ
ଏକା କରି ଅଧା ବାଟେ ଚାଲିଗଲା ଭଣ୍ଡେଇ
ଜାଳିଦେଲୁ ତୁ ଯେମିତି ମୋ ପ୍ରେମ କାହାଣୀ
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
ତୁ ବି କାନ୍ଦିବୁ ଲୋ ସେମିତି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏