Generic selectors
Exact matches only
Search in title
Search in content
Post Type Selectors

Marijibi Dhana Tori Bina

Song » Marijibi Dhana Tori Bina •
Singer » Humane Sagar •
Music » JN Padma •
Lyrics » Debesh Kumar Dash •

Marijibi Dhana Tori Bina Lyrics In Odia

°•. First Line .•°

କିଏ ଡାକିବ ମୋତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଦେଲୁ ହେଲିରେ ଚୁନା
କିଏ ଡାକିବ ମୋତେ ଆଉ ମୋ ଧନ ସୁନା
ସପନ ସବୁ ଭାଙ୍ଗିଦେଲୁ ହେଲିରେ ଚୁନା
ବିଶ୍ୱାସରେ ବିଷ ମୋର ଦେଇ ତୁ ଯାଆନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

°•. Second Line .•°

ତୋ ପ୍ରେମରେ ଥିଲା ଯଦି ଏତିକି ଛଳନା
ମୋ ହୃଦୟ ଭାଙ୍ଗି କାହିଁ କଲୁ ତୁ ଖେଳନା
ତୋ ପ୍ରେମରେ ଥିଲା ଯଦି ଏତିକି ଛଳନା
ମୋ ହୃଦୟ ଭାଙ୍ଗି କାହିଁ କଲୁ ତୁ ଖେଳନା
ରାଣ ଦେଲି ତୋତେ ଆଲୋ ମୋ ବାଇ ଚଢେଇ
ଆଖି ଲୁହ ଶୁଖିବନି ପୋଛିବେନି କେହି
କିଏ ଯଦି କହେ ତୋତେ ତୁ ହୃଦୟ ହୀନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

°•. Third Line .•°

କେମିତି ତୁ ହେଇଗଲୁ ଏତେ ସ୍ୱାର୍ଥପର
ଦୁନିଆଠୁ କରିଦେଲୁ ମୋତେ ସାତପର
କେମିତି ତୁ ହେଇଗଲୁ ଏତେ ସ୍ୱାର୍ଥପର
ଦୁନିଆଠୁ କରିଦେଲୁ ମୋତେ ସାତପର
ରାତି ପାହିଗଲେ ହବ ସମ୍ପର୍କର ଶେଷ
ତୋ ସିନ୍ଥି ସିନ୍ଦୁର ହବ ମୋ ଜୁଇ ପାଉଁଶ
ଜୁଇ ମୋର ଜଳିବନି ତୋ ଛୁଆଁ ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା
ମୁଁ ମରିଯିବି ମରିଯିବି ଧନ ତୋରି ବିନା

°•. End .•°

Posted By – OdiaLyrics.Com™

Read »  Tate Mu Khali Bhala Pauchi

ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |

🙏ଧନ୍ୟବାଦ୍🙏

Leave a Comment