Song » Bhala Kaluni Mate Dhoka Deiki •
Singer » Sital Kabi •
Music » Kumar Biswajit •
Lyrics » Sapan Kumar Panda •
Bhala Kaluni Mate Dhoka Deiki Lyrics In Odia
°•. First Line .•°
ଆଖି ତୋତେ ଚିହ୍ନିଁବାରେ ଭୁଲ୍ କଲାକି
ଓଠ କିଛି କହିବାରେ ଭୁଲ୍ କଲାକି
ଅଚିହ୍ନାଁ ବାଟରେ ପାଦ ରଖିଥିଲି କି
ଚାଲୁ ଚାଲୁ ବାଟ ଆଜି ଝୁଣ୍ଟେ କାହିଁକି
ଆଖି ତୋତେ ଚିହ୍ନିଁବାରେ ଭୁଲ୍ କଲାକି
ଓଠ ତୋତେ କହିବାରେ ଭୁଲ୍ କଲାକି
ଅଚିହ୍ନାଁ ବାଟରେ ପାଦ ରଖିଥିଲି କି
ଚାଲୁ ଚାଲୁ ବାଟ ଆଜି ଝୁଣ୍ଟେ କାହିଁକି
ଏକା ଏକା ମୁଁ ଆଜି କାଟୁଚି ରାତି
ହସ ନେଇ ଲୁହ ଦେଲୁ ଏମିତି ସାଥି
କି ଦୋଷ କରିଲି ଭଲ ପାଇ ମୋତେ ଦେଲୁରେ ଠକି
ଭଲ କଲୁନିରେ ମୋତେ ଧୋକା ଦେଇକି
ବଞ୍ଚୁଚି ମୁଁ ଆଖି ଲୁହ ପିଇ ପିଇକି
ଭଲ କଲୁନିରେ ମୋତେ ଧୋକା ଦେଇକି
ବଞ୍ଚୁଚି ମୁଁ ଆଖି ଲୁହ ପିଇ ପିଇକି
°•. Second Line .•°
ମାଗିଥିଲି ତୋତେ ମୁଁ ଲକ୍ଷେ ଫଗୁଣ
ଦେଇଗଲୁ ମୋତେ ତୁ ଲୁହ ଶ୍ରାବଣ
କରିଥିଲି ତୋତେ ମୁଁ କେତେ ବିଶ୍ୱାସ
ଛଡେଇ ତୁ ନେଲୁ ମୋ ଓଠରୁ ହସ
ମାଗିଥିଲି ତୋତେ ମୁଁ ଲକ୍ଷେ ଫଗୁଣ
ଦେଇଗଲୁ ମୋତେ ତୁ ଲୁହ ଶ୍ରାବଣ
କରିଥିଲି ତୋତେ ମୁଁ କେତେ ବିଶ୍ୱାସ
ଛଡେଇ ନେଲୁ ତୁ ମୋ ଓଠରୁ ହସ
ସପନ ସବୁ ମୋ କରିଲୁ ଚୁନା
କିଏ ଆଉ ଡାକିବରେ ମୋ ଧନ ସୁନା
କହିଁକିରେ ସାଥି ବିଶ୍ୱାସରେ ବିଷ ଦେଲୁ ଏମିତି
ଭଲ କଲୁନିରେ ମୋତେ ଧୋକା ଦେଇକି
ବଞ୍ଚୁଚି ମୁଁ ଆଖି ଲୁହ ପିଇ ପିଇକି
ଭଲ କଲୁନିରେ ମୋତେ ଧୋକା ଦେଇକି
ବଞ୍ଚୁଚି ମୁଁ ଆଖି ଲୁହ ପିଇ ପିଇକି
°•. Third Line .•°
ଦେଖେଇଲୁ ମୋତେ କେତେ ମିଛ ସପନ
ଚୁନା କରିଦେଲୁ ମୋ ସୁନା ସପନ
ମନେପଡେ ଆଜି ସେ ପୁରୁଣା ଦିନ
କହିଥିଲୁ ଦେବୁ ମୋ ହାତରେ ଜହ୍ନଁ
ଦେଖେଇଲୁ ମୋତେ କେତେ ମିଛ ସପନ
ଚୁନା କରିଦେଲୁ ମୋ ସୁନା ସପନ
ମନେପଡେ ଆଜି ସେ ପୁରୁଣା ଦିନ
କହିଥିଲୁ ଦେବୁ ମୋ ହାତରେ ଜହ୍ନଁ
ସେଇ ଜହ୍ନଁ ଆଜି କାଇଁ ଗଲା ମଉଳି
କେମିତିକା ସାଥି ତୁ ଗଲୁ ବଦଳି
କି ଲାଭ ପାଇଲୁ ଜୀବନରୁ ମୋର ଚାଲି ଯାଇକି
ଭଲ କଲୁନିରେ ମୋତେ ଧୋକା ଦେଇକି
ବଞ୍ଚୁଚି ମୁଁ ଆଖି ଲୁହ ପିଇ ପିଇକି
ଭଲ କଲୁନିରେ ମୋତେ ଧୋକା ଦେଇକି
ବଞ୍ଚୁଚି ମୁଁ ଆଖି ଲୁହ ପିଇ ପିଇକି
°•. End .•°
Posted By – OdiaLyrics.Com™
ଆପଣ ଖୋଜୁଥିବା ଲିରିକ୍ସ୍ ଏହି Website ରେ କିମ୍ବା ଅନ୍ୟ କୌଣସି Website ରେ ଯଦି ମିଳୁ ନାହିଁ । ତେବେ ଦୟାକରି ଆମକୁ - Email Comment କିମ୍ବା Request Lyrics ମାଧ୍ୟମରେ ଜଣାନ୍ତୁ । ଆମ ଟିମ୍ ଯଥାଶୀଘ୍ର ଆପଣ କହିଥିବା ଗୀତ ର ଲିରିକ୍ସ୍ ଆପଣଙ୍କୁ ଯୋଗାଇ ଦବାକୁ ଚେଷ୍ଟା କରିବ |
🙏ଧନ୍ୟବାଦ୍🙏